27.1 C
Bhubaneswar
Thursday, May 29, 2025
Homeଓଡିଶାରିଲ୍ସ ନିଶା ନେଲା ଜୀବନ

ରିଲ୍ସ ନିଶା ନେଲା ଜୀବନ

ସୁନ୍ଦରଗଡ: ରିଲ୍ସ କରିବା ବେଳେ  ପୋଲରୁ ପଡି ଯୁବକଙ୍କ ମୃତ୍ୟୁ ହୋଇଛି । ୫୨୦ ଏନଏଚ ପୋଲ ନିକଟରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତକ ଉତ୍ତରପ୍ରଦେଶ ଚପକି ଥାନା ଅଞ୍ଚଳର ହୋଇଥିବା ନେଇ ସୂଚନା ମିଳିଛି । ରାସ୍ତାରେ ଟ୍ରକ ଥୋଇ ରିଲ୍ସ କରିବା ବେଳେ ପୋଲରୁ ଗଳିପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍‌ଚ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking