26.1 C
Bhubaneswar
Friday, March 20, 2026
Homeଓଡିଶାଛତ୍ରବଜାରରେ ଯୋଗାଣ ବିଭାଗର ରେଡ

ଛତ୍ରବଜାରରେ ଯୋଗାଣ ବିଭାଗର ରେଡ

କଟକ : କଟକ ଛତ୍ରବଜାରରେ ଆଜି ଯୋଗାଣ ବିଭାଗ ରେଡ କରିଛି । ଚଢା ଆଳୁ ଦରକୁ ନେଇ ଅଧିକାରୀ ଯାଞ୍ଚ କରିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ରାଜଲକ୍ଷ୍‌ମୀ ପାତ୍ର ଯାଞ୍ଚ କରିଛନ୍ତି । ଦର ନିୟନ୍ତ୍ରଣ ପାଇଁ ବେପାରୀଙ୍କୁ ତାଗିଦ କରାଯାଇଛି । ଆଳୁ କେଜି ପିଛା ୪୫ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ଦରରେ ବିକିଲେ ଦୋକାନ ସିଜ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking