27.1 C
Bhubaneswar
Wednesday, January 14, 2026
Homeଓଡିଶାଭୁବନେଶ୍ୱର ବିମାନବନ୍ଦରରେ ରେକର୍ଡ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରେ ରେକର୍ଡ ଯାତ୍ରୀ

ଭୁବନେଶ୍ୱର: ନୂଆ ରେକର୍ଡ ସୃଷ୍ଟି କଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ୨୦୨୫ରେ ସର୍ବକାଳୀନ ରେକର୍ଡ ହୋଇଛି । ୫.୧୫ ମିଲିୟନ ଯାତ୍ରୀ ବିମାନରେ ଯାତାୟତ କରିଛନ୍ତି । କୌଣସି ବର୍ଷ ଏତେ ଯାତ୍ରୀ ଯାତ୍ରା କରି ନଥବା ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଯାତ୍ରୀଙ୍କ ଯାତାୟତରେ ଦେଶରେ ୧୩ ନମ୍ବର ସ୍ଥାନକୁ ଉନ୍ନୀତ ଭୁବନେଶ୍ୱର ବିମାନବନ୍ଦର । ୭୦ ବିଲିୟନ ଯାତ୍ରୀଙ୍କ ଯାତାୟତ ସହ ଶୀର୍ଷରେ ଦିଲ୍ଲୀ ବିମାନବନ୍ଦର ରହିଛି । ଏବେ ଭୁବନେଶ୍ୱର ବିମାନବନ୍ଦରରୁ ମୋଟ ୨୮ଟି ସ୍ଥାନକୁ ଫ୍ଲାଇଟ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking