25.1 C
Bhubaneswar
Wednesday, March 19, 2025
Homeଓଡିଶାବନାଗ୍ନି ପାଇଁ ମୁକାବିଲା ପ୍ରସ୍ତୁତ : ପିସିସିଏଫ

ବନାଗ୍ନି ପାଇଁ ମୁକାବିଲା ପ୍ରସ୍ତୁତ : ପିସିସିଏଫ

ଭୁବନେଶ୍ୱର : ମାର୍ଚ୍ଚ ୧୬ ସୁଦ୍ଧା ରାଜ୍ୟରେ ୧୪, ୯୨୨ ବନାଗ୍ନି ସତର୍କ ସଂକେତ ଦେଇଛି । ସେଥିରୁ ୧୪, ୯୧୪ଟିକୁ ଲିଭାଯାଇଛି । ବନାଗ୍ନି ନେଇ  ରେସ୍ପନ୍ସ ରେଟ ରହିଛି ୯୯.୯୫ ପ୍ରତିଶତ । ୧୦ ହଜାର ୨୭୧ ଅଗ୍ନି ଘଟଣା  ଜଙ୍ଗଲ ଭିତରେ । ୪ ହଜାର ୭୫୧ ଅଗ୍ନିକାଣ୍ଡ ଘଟଣା  ଜଙ୍ଗଲ ବାହାରେ ଘଟିଛି । ୧୫ ହଜାର ୭୨୩ କିମିର ଫାୟାର ଲାଇନ ସୃଷ୍ଟି କରିଛି  । ୩୩୪ଟି ଅଗ୍ନି ସୁରକ୍ଷା ସ୍କ୍ୱାଡ ମୁତୟନ ହୋଇଛନ୍ତି । ଏନେଇ ପିସିସିଏଫ ସୁରେଶ ପନ୍ତ ସୂଚନା ଦେଇଛନ୍ତି । ଏହା ସହିତ ଜଙ୍ଗଲ ନିଆଁ ଜଗିବ ଏଆଇ କ୍ୟାମେରା । ଶିମିଳିପାଳରେ ଲାଗିଛି ୫ଟି ଏଆଇ କ୍ୟାମେରା । ପାଇଲଟ ପ୍ରୋଜେକ୍ଟ ଭାବେ ଲାଗିଛି କ୍ୟାମେରା । ରାଉରକେଲା ବନାଞ୍ଚଳରେ ଲାଗିଛି ୪ଟି ଏଆଇ କ୍ୟାମେରା । ପ୍ରାଣୀ ଗତିବିଧି ଓ ଜଙ୍ଗଲ ନିଆଁ କରିବ ଚିହ୍ନଟ ନେଇ ପିସିସିଏଫ  ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking