ନୂଆଦିଲ୍ଲୀ: ବିଲ୍କୁ ପତ୍ୟାହର ପାଇଁ ଦାବି କରିଥିଲେ ବିରୋଧୀ । ବିଲ ଆଗତ ପାଇଁ ଭୋଟିଂ କରାଇଥିଲେ ବାଚସ୍ପତି । ବିଲ ସପକ୍ଷରେ ଅଧିକ ଭୋଟ ପଡିବାରୁ ହେଲା ପୁନଃ ଆଗତ । ଅପରାହ୍ନ ୩ ଟା ଯାଏଁ ଲୋକସଭା ମୁଲତବୀ । ବିଲ ସପକ୍ଷରେ ପଡିଲା ୨୬୯ ଭୋଟ । ବିଲ ବିପକ୍ଷରେ ପଡିଲା ୧୯୮ ଭୋଟ । ଭୋଟ ପରେ ପୁନଃ ବିଲ ଆଗତ କଲେ ଆଇନ ମନ୍ତ୍ରୀ । ବିଲ କୁ ଯୁଗ୍ମ ସଂସଦୀୟ କମିଟି ପାଖକୁ ପଠାଇବା ପାଇଁ ପ୍ରସ୍ତାବ । ଅମିତ ଶାହାଙ୍କ ପ୍ରସ୍ତାବ ପରେ ସୁପାରିଶ କଲେ ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ।