ରାୟଗଡା : ରାୟଗଡା ରେଳ ଡିଭିଜନ ଶିଳାନ୍ୟାସ ସହ ଏକାଧିକ ରେଲ ୱେ ପ୍ରୋଜେକ୍ଟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ ଜାମ୍ମୁ ରେଲଫ୍ୱେ ଡିଭିଜନର ଉଦଘାଟନ କଲେ ମୋଦୀ । ତେଲେଙ୍ଗାନାର ଚାର୍ଲପାଲି ଟର୍ମିନାଲ ଷ୍ଟେସନର ଉଦଘାଟନ ହୋଇଛି । ଗତ ୧୦ ବର୍ଶ ଭିତରେ ରେଲଫ୍ୱେରେ ବିକାଶ ସମ୍ଭବ ହୋଇଛି କହିଛନ୍ତି ମୋଦୀ । ରେଳ ପ୍ରକଳ୍ପର ଶିଳା ନ୍ୟାସ ଓ ରେଲ ୱେ ପ୍ରୋଜେକ୍ଟର ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ସୂଚନା ରହିଛି । ୨୦୧୪ ବେଳକୁ ଦେଶରେ କେବଳ ୩୫ ପ୍ରତିଶତ ବିଦ୍ୱୁତୀକରଣ ହୋଇଥିଲା । ବର୍ତ୍ତ।ନ ଆମ ଦେଶରେ ୧୦୦ ପ୍ରତିଶତ ବିଦ୍ୟୁତୀକରଣ ସମ୍ଭବ ହୋଇଛି । ୧୦ ବର୍ଷ ଭିତରେ ୩୦ ହଜାର କିମି ରେଲୱେ ଟ୍ରାକ ନିର୍ମାଣ ହୋଇଛି ।