31.1 C
Bhubaneswar
Tuesday, March 17, 2026
Homeଓଡିଶାରେଭେନ୍ସା: ମୁଖ୍ୟମନ୍ତ୍ରୀ ମତ ସ୍ପଷ୍ଟ କରନ୍ତୁ

ରେଭେନ୍ସା: ମୁଖ୍ୟମନ୍ତ୍ରୀ ମତ ସ୍ପଷ୍ଟ କରନ୍ତୁ

ଭୁବନେଶ୍ୱର : ରେଭେନ୍ସା ନାମ ପରିବର୍ତ୍ତନ ନେଇ ତେଜୁଛି ରାଜନୀତି । କେନ୍ଦ୍ରଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ କଟକ ସାଂସଦଙ୍କ ସମ୍ପାଦକିୟକୁ ନେଇ ସମାଲୋଚନା । ଏହାକୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି । ହେରିଟେଜ ଫୋରମ୍ ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ ନାମ ପରିବର୍ତ୍ତନ କଥା ଉଠିବା ଦିନଠାରୁ ଏହା ବିଚର୍କ ସୂତ୍ରପାତ କରିଛି। ବିତର୍କ ଗୋଟିଏ ପକ୍ଷକୁ ଆସିଲାଣି। ଦେଢଶହ ବର୍ଷ ପରେ ନାମକୁ ଏତେ ରାଗ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଂଜନ ପଟ୍ଟନାୟକା ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି, ଏହା ଉପରେ ପୂର୍ଣ୍ଣଛେଦ ଟାଣନ୍ତୁ ପୃଷ୍ଟୀକରଣ ଆଣନ୍ତି, ଯେ ରେଭେନ୍ସାର ନାମ ପରିବର୍ତ୍ତନ ହେବନାହିଁ। ଏହାସହ ଭର୍ତ୍ତୃହରି ମହତାବ ଆଲେଖ୍ୟକୁ ନେଇ ବର୍ଷିଛନ୍ତି। କହିଛନ୍ତି ଭର୍ତ୍ତୃହରି ମହତାବଙ୍କ ଅହଂକାର ବଢିଗଲାଣି ନିଜେ ଦେଇଥିବା ମତ ଉପରେ ପୁନଃ ବିଚାର କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking