34.1 C
Bhubaneswar
Monday, February 23, 2026
Homeଅପରାଧରାଉଲକେଲା, ଜୟପୁରରେ ରେଡ

ରାଉଲକେଲା, ଜୟପୁରରେ ରେଡ

ରାଉଲକେଲା: ରାଉଲକେଲା ସହରର ଏକ ସୁନା ଦୋକାନରେ ଜିଏସଟି ରେଡ। କାଗଜପତ୍ର ତରଖି ସହ ଷ୍ଟକ ଯାଞ୍ଚ କରୁଛି ଜିଏସଟି ଟିମ। ଜୟପୁର ସଉରାସାହି ସ୍ତିତ ଏକ ସୁନା ଦୋକାନରେ ମଧ୍ୟ ଚଢ଼ାଉ। ଆଜି ପବିତ୍ର ଧନତେରସ ସହରର ପ୍ରତେକଟି ସୁନା ଦୋକାନରେ ଭିଡ ଜମିବାର ଦେଖିବାକୁ ମିଳୁଛି। ସାଧାରଣତଃ ଡଝରୁ ଅଧିକ ଲୋକ ଆଜିର ଦିନକୁ ଅପେକ୍ଷା କରି ରହିଥାନ୍ତି କାରଣ ବିଶ୍ୱାସ ଅଛି ଯେ ଆଜିର ଦିନରେ ସୁନା କି ରୂପ ଗହଣା କିଣିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରର ଶୁଭ ମଧ୍ୟ ହୋଇଥାଏ । ତାରି ଭିତରେ ଆଜି ସୁନା ଦୋକାନକୁ ନେଇ ଆସିଛି ଏକ ବଡ ଖବର ରାଉଲକେଲା ର ଏକ ସୁନା ଦୋକାନ ରେ ଜିଏସଟି ରେଡ କରି ଅଧିକରୁ ଅଧିକ ତଦନ୍ତ ଜାରି ରଖିଥିବାର ସୂଚନା ରହିଛି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking