25.1 C
Bhubaneswar
Tuesday, March 24, 2026
Homeଓଡିଶା୪ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

୪ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

ପୁରୀ :  ୪ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିବ । ଆସନ୍ତା ୨ , ୩ ୫ ଓ ୬ ତାରିଖରେ କାମ ସ୍ଥଗିତ ରହିବ । ଏନେଇ  ଏକ୍ସରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଶ୍ରୀ ପଞ୍ଚମୀ , ବନକ ଲାଗି ଆଦି ବିଶେଷ ନୀତି ଥିବାରୁ ସ୍ଥଗିତ ରହିବ ।  ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ମରାମତି କାମ ଚାଲୁ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking