22.1 C
Bhubaneswar
Sunday, May 4, 2025
Homeଓଡିଶାରତ୍ନଭଣ୍ଡାର ମରାମତି: ୬୦ ଘଣ୍ଟାର କାମ ବାକି

ରତ୍ନଭଣ୍ଡାର ମରାମତି: ୬୦ ଘଣ୍ଟାର କାମ ବାକି

ଭୁବନେଶ୍ୱର: ୫୦ ରୁ ୬୦ ଘଣ୍ଟା ପରେ ସରିବ ରତ୍ନଭଣ୍ଡାର ମରାମତି କାମ ।  ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ ଭିତର ରତ୍ନଭଣ୍ଡାର କାମ ସରିଛି । ବାହାର ରତ୍ନ ଭଣ୍ଡାର କାମ ଅଳ୍ପ ବାକି ଅଛି । ଆଉ ମାତ୍ର ୫୦ ରୁ ୬୦ ଘଣ୍ଟାର କାମ ପରେ ଶେଷ ହେବ । ଅତି ଖରାପ ସ୍ଥିତିରେ ଥିଲା ଭିତର ରତ୍ନଭଣ୍ଡାର, ପଥର ଖସିବା ଭଳି ସ୍ଥିତି ଥିଲା । ଆମ ପାଇଁ ସମୟ ନୁହେଁ, ସୁରକ୍ଷା ବଡ । ତାକୁ ଆଖି ଆଗରେ ରଖି କାମ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking