20.1 C
Bhubaneswar
Sunday, February 8, 2026
Homeଓଡିଶାରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ: ଅରବିନ୍ଦ ପାଢୀ

ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ: ଅରବିନ୍ଦ ପାଢୀ

ପୁରୀ: ଗଜପତି ମହାରାଜା ତଦାରଖ କରି ବୈଷୟିକ କମିଟିକୁ ଧନ୍ୟବାଦ ଦେଇଛନ୍ତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ବାହାର ରତ୍ନଭଣ୍ଡାର କାମ  ଦିନେ  ଦୁଇ ଦିନ ଭିତରେ ଶେଷ ହେବ । ଷ୍ଟୋନ ଏଲିମେଣ୍ଟ ବଦଳା ସରିଛି । ମରାମତି ଚୂଡାନ୍ତ ପଯ୍ୟାୟରେ ରହିଛି ।  ନୂଆ ଷ୍ଟେନଲେସ ଷ୍ଟିଲ ଗେଟ ଓ ବର୍ମାଟିକ ଗେଟ ଲାଗିବ । ରୁପା ଛାଉଣି ହେବ । ବାହାର ରତ୍ନଭଣ୍ଡାର ବାହାର ପାଶ୍ୱ  ମଧ୍ୟ ସଂରକ୍ଷଣ କରାଯାଇଛି । ଗଜପତି ମହାରାଜା ମରାମତିରେ ସନ୍ତୋଷ ପ୍ରକଟ କରିଛନ୍ତି  ବୋଲି କହିଛନ୍ତି ଅରବିନ୍ଦ ପାଢୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking