25.1 C
Bhubaneswar
Monday, December 8, 2025
Homeଓଡିଶାସମୟ ପୂର୍ବରୁ ହେବ ରଥଟଣା: ମନ୍ତ୍ରୀ

ସମୟ ପୂର୍ବରୁ ହେବ ରଥଟଣା: ମନ୍ତ୍ରୀ

ପୁରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ହେବ ରଥଟଣା । ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରୀଜ ହରିଚନ୍ଦନ ସୂଚନା   ଦେଇଛନ୍ତି । କହିଛନ୍ତି , ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି ଘୋଷଯାତ୍ରା । ରଥ ଆଜି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବ , ଆମ ବିଶ୍ୱାସ । ଆରମ୍ଭ ହେଲା ପହଣ୍ଡି । ଧାଡି ପହଣ୍ଡିରେ ପ୍ରଥମେ ରଥକୁ ଆସିଲେ ଚକ୍ରରାଜ ସୁଦର୍ଶନ ।  ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ । ରଥକୁ ବିଜେ କଲେ ମଦନମୋହନ , ଶ୍ରୀରାମକୃଷ୍ଣ ।  ଉଛୁଳିଛି ବଡଦାଣ୍ଡ  , ଭାବବିହ୍ୱଳ ଭକ୍ତ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking