18.1 C
Bhubaneswar
Monday, February 9, 2026
Homeଓଡିଶାଯେମିତି ରଥଯାତ୍ରା ହେବା କଥା ହେବ: ମନ୍ତ୍ରୀ

ଯେମିତି ରଥଯାତ୍ରା ହେବା କଥା ହେବ: ମନ୍ତ୍ରୀ

ଭୁବନେଶ୍ୱର: ପରିଚାଳନା କମିଟି ବିନା ଅନୁମତିରେ ରଥଯାତ୍ରା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି, ଯେମିତି ରଥଯାତ୍ରା ହେବା କଥା ସେମିତି ହେବ ।  ରଥଯାତ୍ରା ବାଧାପ୍ରାପ୍ତ ହେବାର  କୌଣସି କାରଣ ନାହିଁ । ଗଜପତିଙ୍କ ଉପସ୍ଥିତିରେ ସବୁ ନିଷ୍ପତ୍ତି ସ୍ଥିର ହୋଇଛି ।  ସେହି ଅନୁଯାୟୀ ସବୁ କିଛି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking