17.1 C
Bhubaneswar
Wednesday, February 4, 2026
Homeଓଡିଶାଆସନ୍ତାକାଲି ରଥଯାତ୍ରା ସମୀକ୍ଷା ବୈଠକ: ପୁରୀ ଏସ୍‌ପି

ଆସନ୍ତାକାଲି ରଥଯାତ୍ରା ସମୀକ୍ଷା ବୈଠକ: ପୁରୀ ଏସ୍‌ପି

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ସ୍ୱତନ୍ତ୍ର ବୈଠକ । ରଥଯାତ୍ରା ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ନେଇ ହେବ ଆଲୋଚନା । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ଖସଡା । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking