27.1 C
Bhubaneswar
Tuesday, July 8, 2025
Homeଓଡିଶାସମ୍ପୂର୍ଣ୍ଣ ତ୍ରୁଟିରେ ରଥଯାତ୍ରା: ପ୍ରସନ୍ନ ଆଚାର୍ଯ୍ୟ

ସମ୍ପୂର୍ଣ୍ଣ ତ୍ରୁଟିରେ ରଥଯାତ୍ରା: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ  ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାଯ୍ୟ ।  ସରକାର ବାକ୍ୟ ବୀର, କର୍ମବୀର ନୁହଁନ୍ତି, ସମ୍ପୁଣ୍ଣ ତ୍ରୁଟିରେ ରଥଯାତ୍ରା ହୋଇଛି ।  ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିବା, ଘଟଣାର ସମାଧାନ ନୁହେଁ ।  ଘଟଣାରେ କଠୋର କାଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା  ଅଛି ।  ଏଭଳି ଘଟଣା ସମସ୍ତ  ଜଗନ୍ନାଥ ପ୍ରେମୀଙ୍କୁ  ଆନ୍ଦୋଳିତ କରିଛି । ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ  ଦାୟିତ୍ୱରେ  ଥିଲେ କାଯ୍ୟାନୁଷ୍ଠାନ ହେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking