ବ୍ରହ୍ମପୁର: ଗୋପାଳପୁର ଲଜ୍ଜା ଘଟଣା ନସରୁଣୁ ଆଉ ଗୋଟିଏ ଖବର ବ୍ରହ୍ମପୁରରୁ ସାମ୍ନାକୁ ଆସିଛି । ନର୍ସିଂ ସାର୍ଟିଫିକେଟ ବାହାନାରେ ଦୁଷ୍କର୍ମ । ବୈଦ୍ୟନାଥପୁର ଥାନା ଅଞ୍ଚଳରେ ନାବାଳିକାକୁ ଦୁଶ୍କର୍ମ କରିଥିବା ଅଭିଯୋଗ ହୋଇଛି । ନର୍ସିଂ ସାର୍ଟିଫିକେଟ କରାଇ ଦେବା ବାହାନରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘରୋଇ କ୍ଲିନିକ ମାଲିକଙ୍କୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।