26.1 C
Bhubaneswar
Tuesday, March 18, 2025
Homeଓଡିଶାରମାକାନ୍ତଙ୍କୁ ଅନ୍ତିମ ଦର୍ଶନ

ରମାକାନ୍ତଙ୍କୁ ଅନ୍ତିମ ଦର୍ଶନ

ଭୁବନେଶ୍ବର: ପଦ୍ମଭୂଷଣ ରମାରାନ୍ତ ରଥଙ୍କ ପରଲୋକ । ଅନ୍ତିମ ଦର୍ଶନ କରୁଛନ୍ତି ଓଡିଆ ସାହିତ୍ୟିକ । ଶେଷ ଦର୍ଶନ କରୁଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଖାରବେଳନଗର ବାସଭବନରେ ଅନ୍ତିମ ଦର୍ଶନ । ରମାକାନ୍ତଙ୍କ ସାନଛିଅଙ୍କ ସୂଚନା ଅନୁସାରେ, ଆସନ୍ତାକାଲି ହେବ ରମାକାନ୍ତ ରଥଙ୍କ ଶେଷକୃତ୍ୟ । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ । ପୁଅ ଗରକୁ ଫେରିବା ପରେ ହେବ ଶେଷକୃତ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking