35.1 C
Bhubaneswar
Thursday, March 5, 2026
Homeଓଡିଶାରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର

ରାଜ୍ୟସଭା ନିର୍ବାଚନ: ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବା କକ୍ଷରେ ବିଜେଡି, କଂଗ୍ରେସ ସଦସ୍ୟ ଏକାଠି ବସିଛନ୍ତି । ଏହାରି ଭିତରେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରଛନ୍ତି ସଂତୃପ୍ତ ମିଶ୍ର । ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ।୩ ସେଟର ନାମାଙ୍କନ ଦାଖଲ କଲେ ସଂତୃପ୍ତ ମିଶ୍ର । ସଂତୃପ୍ତ ମିଶ୍ରଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତୃତୀୟ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking