ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର । ଯାଞ୍ଚ ପରେ କାଏମ ରହିଲା ୫ ଜଣଙ୍କ ପ୍ରାର୍ଥିପତ୍ର । ୬ ଜଣ ନାମାଙ୍କନ କରିଥିବା ବେଳେ ଜଣଙ୍କ ପ୍ରାର୍ଥିପତ୍ର ନାକଚ ରହଛିିନ୍ତି । ବିଜେଡିର ସଂତୃପ୍ତ ମିଶ୍ର , କମନ କ୍ୟାଣ୍ଡିଡେଟ ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥିପତ୍ର କାଏମ ହୋଇଛି। ବିଜେପିର ମନମୋହନ ସାମଲ, ସୁଜିତ କୁମାରଙ୍କ ପ୍ରାର୍ଥୀ କାଏମ ହୋଇଛି । ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କ ମଧ୍ୟ ପ୍ରାର୍ଥିପତ୍ର କାଏମ କରାଯାଇଛି । ତେଲେଙ୍ଗାନାର କାନ୍ତେ ସାୟାନାଙ୍କ ପ୍ରାର୍ଥିପତ୍ର ନାକଚ ରହଛିି । ସୂଚନାଥାଉକି, ଗତକାଲି ବିଜେଡି ରୁ ୨ ପ୍ରାର୍ଥୀ, ବିଜେପିରୁ ୨ ପ୍ରାର୍ଥୀଙ୍କ ସମେତ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରିଥିଲେ ।










