34.1 C
Bhubaneswar
Monday, February 23, 2026
Homeଓଡିଶାରାଜ୍ୟସଭା, ନିଗମ ଆଲୋଚନା: ମନମୋହନ

ରାଜ୍ୟସଭା, ନିଗମ ଆଲୋଚନା: ମନମୋହନ

ଭୁବନେଶ୍ୱର: ବିଜେପି କୋର କମିଟି ବୈଠକକୁ ନେଇ ମନମୋହନ ସାମଲ ସୂଚନା ଦେଇଛନ୍ତି । ରାଜ୍ୟସଭା ନିର୍ବାଚନ ଉପରେ ଚର୍ଚ୍ଚା ହୋଇଥିବା କହିଲେ ମନମୋହନ । ରାଜ୍ୟସଭା କାହାକୁ ପଠାଯିବ କୋର କମିଟି ସଦସ୍ୟ ନାଁ ପ୍ରସ୍ତାବ ଦେବେ । ସେଇ ନାଁ ବିଜେପି ପାର୍ଲିଆମେଣ୍ଟାରୀ କମିଟି ନିକଟକୁ ପଠାଯିବ । ଓଡିଶାରୁ ଯିବେ ନା ରାଜ୍ୟ ବାହାରୁ ଯିବେ ତାହା ସଂସଦୀୟ କମିଟି ନିଷ୍ପତ୍ତି ନେବେ । ବୋର୍ଡ ନିଗମ ପଦପଦବୀ ନେଇ ମଧ୍ୟ ଆଲୋଚନା ହୋଇଛି । ଆସନ୍ତା ୫ ଦିନରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking