27.1 C
Bhubaneswar
Saturday, December 6, 2025
Homeଓଡିଶାରାଜନଗର ଗଣଦୁଷ୍କର୍ମ: ପୀଉସା ଗିରଫ

ରାଜନଗର ଗଣଦୁଷ୍କର୍ମ: ପୀଉସା ଗିରଫ

ପଟ୍ଟାମୁଣ୍ଡାଇ: ରାଜନଗରରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ଅଭିଯୁକ୍ତ ପୀଉସାକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଆଉ ୪ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ଚାଲିଛି। ରାକ୍ଷୀ ପୂର୍ଣ୍ଣିମା ଦିନ ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭଯୋ ଆଧାରରେ ଗିରଫ କଲା ପୋଲିସ

ରାକ୍ଷୀରେ ଛାତ୍ରୀଙ୍କୁ ଦୁଷ୍କର୍ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking