30.1 C
Bhubaneswar
Sunday, March 22, 2026
Homeଓଡିଶାକୋର୍ଟରେ ହାଜର ପରେ ଜେଲ ଗଲେ ରାଜା

କୋର୍ଟରେ ହାଜର ପରେ ଜେଲ ଗଲେ ରାଜା

କେଉଁଝର : କୋର୍ଟରେ ହାଜର ପରେ ଜେଲ ଗଲେ ରାଜା ଚକ୍ର । ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ଗଲେ ରାଜା । ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର ହୋଇଥିଲେ । ରାଜା ଚକ୍ରଙ୍କୁ ହାଜର କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ରିମାଣ୍ଡରେ ନେବାକୁ ଆବେଦନ କଲେନି ଇଓଡବ୍ଲ୍ୟୁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଦୁର୍ନୀତିରେ ଗିରଫ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking