18.1 C
Bhubaneswar
Tuesday, December 16, 2025
Homeଓଡିଶାରାଜା ଚକ୍ରଙ୍କ ଜାମିନ ଖାରଜ

ରାଜା ଚକ୍ରଙ୍କ ଜାମିନ ଖାରଜ

କେନ୍ଦୁଝର: ବହୁ ଚର୍ଚ୍ଚିତ ଗନ୍ଧମାର୍ଧନ ଲୋଡିଂ ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ଜାମିନ ଖାରଜ ହୋଇଛି । ବାଜ୍ୟାପ୍ତ ହେବ  ରାଜା ଚକ୍ରଙ୍କ ପାର୍ମ ହାଉସ । ରାଜାଙ୍କ ଫାର୍ମ ହାଉସ ବାଜ୍ୟାପ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସିଲ କରାଯିବା ପରେ ବାଜ୍ୟାପ୍ତ ପ୍ରକ୍ରିୟା ଚାଲିଛି । ୧୧ ଏକର ଜମିରେ ରହିଛି ଫାର୍ମ ହାଉସ । ଫାର୍ମ ହାଉସ ଉପରେ ଚଢାଉ କରିଥିଲା ଇଓଡବ୍ଲ୍ୟୁ । ପ୍ରଶାସନ ତରଫରୁ ଚାଲିଛି  ମାପଚୁପ ଚାଲିଛି ।  କେନ୍ଦୁଝର ଗୋପାଳପୁର ମୌଜାରେ ଅଛି ଫାର୍ମହାଉସ । ୭.୬ ଏକର ଜମି ଜବରଦଖଲ ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking