ନୂଆଦିଲ୍ଲୀ : ରାଜା ଟକ୍ରଙ୍କ ଘରେ ରେଡ ଘଟଣାରେ ରାଜ୍ୟସଭା ସାଂସଦ ମମତା ମହନ୍ତ ଟାର୍ଗେଟ କରିଛନ୍ତି । ୨ ବିଜେଡି ନେତାଙ୍କ ପାଇଁ ପାୱାରଫୁଲ ଥିଲେ ରାଜା ଚକ୍ର । ମୋହନ ସରକାରରେ କୌଣସି ଠକଙ୍କ ରାଜୁତି ଚାଲିବନି । ଯେତେ ଅପରାଧ ହୋଇଛି , ସାମ୍ନାକୁ ଆସିବ କହିଛନ୍ତି ମମତା । ୨୪ ବର୍ଷରେ ସବୁ ମାଫିଆଙ୍କ ଦବଦବା ରହିଛି ।










