26.1 C
Bhubaneswar
Sunday, July 6, 2025
Homeଓଡିଶାବର୍ଷା କ୍ଷତି: ୩ ଦିନରେ ରିପୋର୍ଟ ଦିଅ

ବର୍ଷା କ୍ଷତି: ୩ ଦିନରେ ରିପୋର୍ଟ ଦିଅ

ଭୁବନେଶ୍ୱର: ବର୍ଷାରେ  କ୍ଷତି  ହୋଇଥିଲେ ୩ ଦିନରେ  ରିପୋର୍ଟ ଦିଅ ।  ବର୍ଷାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି ।  କହିଛନ୍ତି, ଅଦିନିଆ ବର୍ଷାରେ ଅନେକ ଜାଗାରେ  କ୍ଷତି ହୋଇଛି ।  ୩ ଦିନରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ରିପୋର୍ଟ ଆସିବା ମାତ୍ରେ  ସହାୟତା ଦିଆଯିବ ।  ମୌସୁମୀ ବର୍ଷାକୁ ନେଇ ସରକାର ସମ୍ପୁଣ୍ଣ ପ୍ରସ୍ତୁତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking