18.1 C
Bhubaneswar
Thursday, February 12, 2026
Homeଓଡିଶାକାଲିଠୁ କମିବ ବର୍ଷା  

କାଲିଠୁ କମିବ ବର୍ଷା  

ଭୁବନେଶ୍ୱର:  କାଲିଠୁ କମିବ ବର୍ଷା । ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା । କହିଛନ୍ତି ମାତ୍ର ଦକ୍ଷିଣ ଉପକୂଳ ଜିଲ୍ଲାରେ କାଲି ମଧ୍ୟ ବର୍ଷା ହେବ । ଗଞ୍ଜାମ , ଗଜପତି , କୋରାପୁଟ , ରାୟଗଡାରେ କାଲି ବି ବର୍ଷା ହେବ । ଆସନ୍ତା ୪୮ ଘଣ୍ଟାରେ ଘନ କୁହୁଡିର ସମ୍ଭାବନା  ରହିଛି । ଦିନ ତାପମାତ୍ରା କମିଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking