17.1 C
Bhubaneswar
Tuesday, December 9, 2025
Homeଓଡିଶାଆସନ୍ତା ୨୭ ତାରିଖ ଯାଏଁ  ରାଜ୍ୟରେ ଲାଗି ରହିବ ବର୍ଷା 

ଆସନ୍ତା ୨୭ ତାରିଖ ଯାଏଁ  ରାଜ୍ୟରେ ଲାଗି ରହିବ ବର୍ଷା 

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଯାଏଁ   ରାଜ୍ୟରେ ଲାଗି  ରହିବ ବର୍ଷା  ।  ବିଭିନ୍ନ  ଜିଲ୍ଲାରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ଅଧିକ ସ୍ଥାନରେ  ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ରହିଛି ।  ଆଜି ପାଇଁ ୨୪ ଜିଲ୍ଲାକୁ  ୟେଲ୍ଲୋ ୱାଣ୍ଣିଂ  ଜାରି  କରିଛି ।   ୨୪ ଓ ୨୫ରେ ଉପକୂଳ ଓଡିଶାରେ ଅଧିକ ପ୍ରଭାବ ପଡିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର  ପୁର୍ୱାନୁମାନ କରିଛି । ୨୪ରେ ଉତ୍ତର ଓଡିଶା ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ସେପଟେ ଆଜି ସାରା ରାଜ୍ୟରେ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳରୁ ନେଇ ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବି ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking