30.1 C
Bhubaneswar
Saturday, July 26, 2025
Homeଓଡିଶାଆଗାମୀ ୭ ଦିନ ଯାଏ ଜାରି ରହିବ ବର୍ଷା

ଆଗାମୀ ୭ ଦିନ ଯାଏ ଜାରି ରହିବ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଖସିବ ତାପମାତ୍ରା । କମିବ ଗୁଳୁଗୁଳି । ଆଗାମୀ ୭ ଦିନ ଯାଏ ଜାରି ରହିବ ବର୍ଷା । ୨ରୁ ୩ ଡିଗ୍ରି ଯାଏ ଖସିବ ତାପମାତ୍ରା । କାରଣ ରାଜ୍ୟକୁ ଫେରୁଛି ମୌସୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୪ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବା ନେଇ ସତର୍କତା ଅବଲମ୍ବନ ପାଇଁ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟା ଭିତରେ କାଳ ବୈଶାଖୀ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking