18.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟରେ ୬ ତାରିଖ ଯାଏଁ ବର୍ଷା!

ରାଜ୍ୟରେ ୬ ତାରିଖ ଯାଏଁ ବର୍ଷା!

ଭୁବନେଶ୍ୱର : ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ  କ୍ଷେତ୍ର   ଅଧିକ ଘନୀଭୂତ ହୋଇ  ସ୍ପଷ୍ଟ ଚିହ୍ନିତ   ଲଘୁଚାପରେ  ପରିଣତ ହୋଇପାରେ । ଏହା ଧୀରେ ଧୀରେ  ପଶ୍ଚିମ  – ଉତ୍ତର ପଶ୍ଚିମ ଆଡକୁ  ଗତି କରିବା ସହିତ  ଓଡିଶା ଉପକୂଳ  ଅତିକ୍ରମ କରିବ । ଲଘୁଚାପ ପ୍ରଭାବରେ  ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି ।  ବିଶେଷ କରି  ଦେବଗଡ, ସମ୍ବଲପୁର, ସୁନ୍ଦରଗଡ ଝାରସୁଗୁଡାରେ ପ୍ରବଳ ବର୍ଷିଛି ।  ଆଜି ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର  ଆଦି ଜିଲ୍ଲାରେ  ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ  ପାଣିପାଗ ବିଭାଗ ଆକଳନ କରିଛି ।  ରାଜ୍ୟରେ ୬ ତାରିଖ ଯାଏଁ ବର୍ଷା ଜାରି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking