26.1 C
Bhubaneswar
Monday, March 24, 2025
Homeଓଡିଶା୩ ଘଣ୍ଟା ପାଇଁ ବର୍ଷା ଆଲର୍ଟ

୩ ଘଣ୍ଟା ପାଇଁ ବର୍ଷା ଆଲର୍ଟ

ଭୁବନେଶ୍ୱର : ଆଜି ରାଜଧାନୀରେ କୋହଲା ପାଗ ସହ ବର୍ଷା ହୋଇଛି । ୩ ଘଣ୍ଟା ପାଇଁ ପାଣିପାଗ ବିଭାଗ ବର୍ଷା ଆଲର୍ଟ ଜାରି କରିଛି । ସେହିପରି କେନ୍ଦୁଝର ,ସୁନ୍ଦରଗଡ, କେନ୍ଦ୍ରାପଡା, ମୟୁରଭଞ୍ଜ , କଟକକୁ ଅରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି । ଅନୁଗୁଳ . ଖୋଦ୍ଧା , ଢେଙ୍କାନାଳ, ମାଲକାନଗିରି , ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking