26.1 C
Bhubaneswar
Saturday, September 28, 2024
Homeଓଡିଶା୨୩ ଜିଲ୍ଲାକୁ ବର୍ଷା ଆଲର୍ଟ

୨୩ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର : ବହୁ ସମୟର ଅପେକ୍ଷା ପରେ ଆଜି ରାଜଧାନୀରେ ବର୍ଷା ସହ ଘଡଘଡି ଦେଖାଦେଇଛି । ଗରମ ଗୁଳୁଗୁଳି ସହ ତାତି ପାଗକୁ ଆଜି ଭିଜେଇଛି ବର୍ଷା । ଏ ଟିକକ ବର୍ଷା ପାଇ ଟିକେ ଶାନ୍ତି ପଡିଯାଇଛି ଜୀବଜଗତ । ତେବେ ଘଡଘଡି ସହ ବର୍ଷା ନେଇ ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୪ ଘଣ୍ଟା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ପୁରୀ ,ଖୋର୍ଦ୍ଧା , ଗଂଜାମ , ଜଗତସିଂହପୁର, ଅନୁଗୁଳ , ବୌଦ୍ଧ, ସୁବର୍ଣ୍ଣପୁର , ନୟାଗଡ, କେନ୍ଦୁଝରକୁ ଆଲର୍ଟ ଜାରି ହୋଇଛି ।

ନିଅଣ୍ଟିଆ ବର୍ଷା ପାଇଁ କୃଷିକ୍ଷେତ୍ର ପ୍ରଭାବିତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking