27.1 C
Bhubaneswar
Tuesday, February 24, 2026
Homeଓଡିଶାଗଳି ପୋଲ କାର୍ଯ୍ୟ ଆରମ୍ଭ କଲା ରେଳବାଇ

ଗଳି ପୋଲ କାର୍ଯ୍ୟ ଆରମ୍ଭ କଲା ରେଳବାଇ

ଯାଜପୁର: ଯାଜପୁର ରୋଡ ସହରକୁ ରେଳଲାଇନ ଦୁଇ ଭାଗ କରୁଥିଲା l ଟ୍ରେନ ଯାତାୟତ ସମୟରେ ରେଳ ଫାଟକ ଘଣ୍ଟା ଘଣ୍ଟା ଧରି ବନ୍ଦ କାରା ଯାଉଥିଲା lସାଧାରଣ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା l ଏହାର ସମାଧାନ ପାଇଁ ରେଳ ବାଇ କର୍ତ୍ତୁପକ୍ଷଙ୍କ ନିକଟ ରେ ବିଭିନ୍ନ ସଙ୍ଗଠନ ଦାବି କରି ଆସୁଥିଲେ l ବହୁ ପ୍ରତିକ୍ଷୀତ ରେଳବାଇ ଗଳି ପୋଲର ଡାକ ବଙ୍ଗଳା ଛକ ଠାରେ ଗଲି ପୋଲ ନିର୍ମାଣ ଆରମ୍ୱ କରିବା ସଂଗେ ସାଇ ମନ୍ଦିର ନିକଟରେ ପ୍ଲାଇ ଓଭର ବ୍ରିଜ ନିର୍ମାଣ ପାଇଁ ଉଚ୍ଛେଦ କାର୍ଯ୍ୟ ପାଇଁ ଆରମ୍ଭ ହୋଇଚି ଦୁଇଟି କାର୍ଯ୍ୟ ସମ୍ପନ୍ନ ହେଲେ ଏହି ସହର ଦୁଃଖ ପରି ସମାପ୍ତି ଘଟିବ ଦୁଇଟି ଗଳି ପୋଲ ପାଇଁ ୪ କୋଟି ୮୪ ଲକ୍ଷ ଟଂକା ବୟ ଅଟକଳ କରା ଯାଇଛି ଏହି କାର୍ଯ୍ୟ ଜାନୁଆରୀ ମାସ ସୁଦ୍ଧା ସମ୍ପୃନ୍ ହୋଇ କାର୍ଯ୍ୟ କlରି ହେବ l ଓଭର୍ ବ୍ରିଜ ନିର୍ମାଣ ପାଇଁ ୯୭ , ୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି l ରେଲବିଭାଗ ୪୪ କୋଟି ଟଙ୍କା ମଞ୍ଜୁର କରି ଥିଲା ବେଳ ରାଜ୍ୟ ସରକାର ୫୭ କୋଟି ଟଙ୍କା ୧୦ ଲକ୍ଷ ୬୭ ହଜାର ୨୫୦ ତାଙ୍କ ମଂଜୁର କରି ଛନ୍ତି l ଟେଣ୍ଡର କାର୍ଯ୍ୟ ଶେଷ ହୋଇଚି ଏହି କାର୍ଯ୍ୟ ୧୮ ମାସ ମଧ୍ୟ୍ୟ ରେ ସମ୍ପୃନ ହେବେlକୁ ଲକ୍ଷ କରlଯାଇଚି l ଗଳି ପୋଲ ନିର୍ମାଣ ଦେଖିବା ପାଇଁ ଶହ ଶହ ଲୋକ ଦେଖିବା ପାଇଁ ରୁଣ୍ଡ ଜମାଉଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking