21.1 C
Bhubaneswar
Monday, December 8, 2025
Homeଓଡିଶାନିର୍ଗୁଣ୍ଡିରେ ହେବ ରେଲୱେ ଫ୍ଲାଏଓଭର

ନିର୍ଗୁଣ୍ଡିରେ ହେବ ରେଲୱେ ଫ୍ଲାଏଓଭର

କଟକ: କଟକ ନିର୍ଗୁଣ୍ଡିରେ ହେବ ରେଲୱେ ଫ୍ଲାଏଓଭର। ଏନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ମିଳିଲା ମଞ୍ଜୁରୀ। କଟକ-ନିର୍ଗୁଣ୍ଡି ଚତୁର୍ଥ ରେଲୱେ ଲାଇନ୍‌କୁ ମଧ୍ୟ ମିଳିଛି ମଞ୍ଜୁରୀ। ଏଥିପାଇଁ ମୋଟ୍ ଖର୍ଚ୍ଚ ହେବ ୮୦୨.୯ କୋଟି ଟଙ୍କା । ପ୍ରକଳ୍ପର ଅଂଶ ଭାବେ ମହାନଦୀ ଓ ବିରୂପାରେ ୨ଟି ସେତୁ ନିର୍ମାଣ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking