ଭୁବନେଶ୍ୱର: ନଭେମ୍ବର / ଡିସେମ୍ବରରେ ଓଡିଶା ଆସିବେ ରାହୁଲ । ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଦାସ । ରୋଡ ସୋ , ପଦଯାତ୍ରା, ସଭା କାଯ୍ୟକ୍ରମ ରହିଛି । ଭୋଟ ଚୋରି, ନାରୀ ନିଯାତନା , ଓଡିଶା କାହିଁକି ଗରିବ ପ୍ରସଙ୍ଗ ଉଠାଇବେ ।
https://www.youtube.com/watch?v=az59f4HLa60&t=1s