16.1 C
Bhubaneswar
Tuesday, December 9, 2025
Homeଓଡିଶାରାହୁଲ ଅବାନ୍ତର କଥା କହୁଛନ୍ତି: ଆଇନ ମନ୍ତ୍ରୀ

ରାହୁଲ ଅବାନ୍ତର କଥା କହୁଛନ୍ତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାହୁଲ ଗାନ୍ଧି ଅବାନ୍ତର  କଥା କହୁଛନ୍ତି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  ବଳଭଦ୍ରଙ୍କ ରଥ ମୋଡ ନେବା କାରଣରୁ ରଥ ଟଣା ବିଳମ୍ବ ହୋଇଛି ।  ଅଦାନୀଙ୍କ ପାଇଁ ରଥ ରୋକାଯିବା କଥା ମିଛ ।  ସବୁ ବର୍ଷ ରଥ ୨ଦିନରେ ଲାଗେ । ଉଭୟ କଂଗ୍ରେସ ଓ ବିଜେଡି ମିଛ ପ୍ରଚାର କରୁଛନ୍ତି । କଂଗ୍ରେସ ସମ୍ବିଧାନ ହତ୍ୟା କରିଥିବା ଦଳ, ଏବେ ନାଟକ କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking