28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶରାହୁଲ ପୂରା ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି : ଅଶ୍ୱିନୀ ବୈଷ୍ଣବ

ରାହୁଲ ପୂରା ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି : ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କଲା ବିଜେପି । ରାହୁଲ ପୂରା ହିନ୍ଦୁ ସମାଜକୁ ଅପମାନିତ କରିଛନ୍ତି କହିଲେ ଅଶ୍ୱିନୀ ବୈଷ୍ଣବ । ଏହା କଂଗ୍ରେସର ପୁରୁଣା ଅଭ୍ୟାସ, ପୂର୍ବରୁ ବହୁବାର ହିନ୍ଦୁଙ୍କୁ ଅପମାନିତ କରିଛି । ୨୦୧୦ରେ ପି.ଚିଦାମ୍ବରମ ହିନ୍ଦୁମାନଙ୍କୁ ଆତଙ୍କବାଦୀ କହିଥିଲେ । ୨୦୧୩ରେ ତତ୍କାଳୀନ ଗୃହ ମନ୍ତ୍ରୀ ସୁଶିଲ ସିନ୍ଦେ ବି ଆତଙ୍କବାଦୀ କହିଥିଲେ । ୨୦୧୪ରେ ରାହୁଲ ଗାନ୍ଧୀ ହିନ୍ଦୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ । ଏପରି କହି ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତା ପଦର ଗରିମା କ୍ଷୁଣ୍ଣ କରିଛନ୍ତି । ରାହୁଲଙ୍କ ମନ୍ତବ୍ୟକୁ ଯେତେ ନିନ୍ଦା କଲେ ବି କମ୍ ହେବ ବୋଲି କହିଲେ ଅଶ୍ୱିନୀ ବୈଷ୍ଣବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking