17.1 C
Bhubaneswar
Friday, February 6, 2026
Homeଓଡିଶାଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶାଆସିବେ  ରାହୁଲ ଗାନ୍ଧି ।  ଏନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ରାହୁଲଙ୍କ ସହ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ । ଭୁବନେଶ୍ୱରରେ ହେବ କଂଗ୍ରେସର ବଡ ସମାବେଶ । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସମାବେଶ ହେବ ।  କଂଗ୍ରେସ ମହିଳା ବିରୋଧୀ ହିଂସା କାଯ୍ୟକ୍ରମରେ ଯୋଗ ଦେବେ । ବର୍ଷକର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ସମାବେଶ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking