ଭୁବନେଶ୍ୱର : ରଘୁବର ଦାସଙ୍କ ବୟାନକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । କହିଛନ୍ତି ,ପୂର୍ୱତନ ରାଜ୍ୟପାଳ ରଘୁବରଙ୍କ ବୟାନ ଦୁର୍ଭାଗ୍ୟଜନକ । ରଘୁବର ଦାସ ଏକ ଦଳର ଏଜେଣ୍ଟ ଭଲି କାମ କରିଛନ୍ତି । ଓଡିଶାରେ ବିଜେପି ଏଜେଣ୍ଟ ଭଳି କାମ କରିଥିଲେ । ବିଜେପି କିପରି ଓଡିଶାରେ ଆସିବ , ସେନେଇ ଉପାୟ ପାଞ୍ଚିଥିଲେ କହିଛନ୍ତି ବିଜେଡି ।