22.1 C
Bhubaneswar
Saturday, March 22, 2025
Homeଓଡିଶାପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ଘୂରି ବୁଲୁଛି ପ୍ରଶ୍ନପତ୍ର

ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ଘୂରି ବୁଲୁଛି ପ୍ରଶ୍ନପତ୍ର

ଭୁବନେଶ୍ୱର: ପରୀକ୍ଷା ପୂର୍ବରୁ ୟୁଟ୍ୟୁବ୍‌ରେ ଘୂରି ବୁଲୁଛି ପ୍ରଶ୍ନପତ୍ର । ଆଜି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଭୂଗୋଳ ପରୀକ୍ଷା ଚାଲିଥିବା ଗତକାଲିଠାରୁ ଏହା ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ ହୋଇ ସାରିଛି । ସେହିପରି ଅନ୍ୟ ଦିନର ସମସ୍ତ ବିଷୟ ମଧ୍ୟ ୟୁଟ୍ୟୁବ୍‌ରେ ଉପଲବ୍ଧ ରହିଛି । କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳିଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୁବ୍‌ ଦେଖି ପରିକ୍ଷାରେ ଲେଖୁଛନ୍ତି ଛାତ୍ରଛାତ୍ରୀ । ତେଣୁ ପିଲାମାନଙ୍କର ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି ଅଭିଭାବକ । ଶିକ୍ଷାକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking