28.1 C
Bhubaneswar
Wednesday, June 18, 2025
Homeଓଡିଶାହଙ୍ଗାମା ଭିତରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ହଙ୍ଗାମା ଭିତରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ଗୃହରେ ବିରୋଧୀଙ୍କ ଜୋରଦାର ପ୍ରତିବାଦ । ଗୃହ ମଧ୍ୟରେ ପ୍ରତିବାଦ ଓ ନାରାବାଜି । ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସର ନାରାବାଜି । ପୋଡିୟମ୍ ଉପରେ ଚଢିବାକୁ ତାରାଙ୍କ ଉଦ୍ୟମ । ଜୟନାରାୟଣଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଠାଇଲା ବିଜେଡି । ରିପୋର୍ଟରେ ଟେବୁଲ ଉପରେ ଚଢି ପ୍ରତିବାଦ କରୁଛନ୍ତି । ପ୍ରବଳ ହଟ୍ଟଗୋଳ ଭିତରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking