13.1 C
Bhubaneswar
Thursday, January 15, 2026
Homeଅପରାଧଆକ୍ସନ‌ ମୋଡ୍‌ରେ ପୁଟିନ

ଆକ୍ସନ‌ ମୋଡ୍‌ରେ ପୁଟିନ

ଋଷ: ଋଷର କଜନା ସହର ଉପରେ ନିକଟରେ ୟୁକ୍ରେନ୍ କରିଥିଲା ଘାତକ ଆକ୍ରମଣ। ଏବେ ଏହି ଘଟଣା ପରେ ଆକ୍ସନ‌ ମୋଡ୍‌ରେ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍। ୟୁକ୍ରେନ୍‌ ଉପରେ ଜୋରଦାର ହମଲା କରିବାର ଯୋଜନାରେ ପୁଟିନ୍। ସେ କହିଛନ୍ତି ଋଷରେ ଯେତିକି କ୍ଷତି ହୋଇଛି ତା’ର ଦୁଇଗୁଣା ଆକ୍ରମଣ ୟୁକ୍ରେନ୍ ଉପରେ ହେବ। ନିଜେ କରିଥିବା ଭୁଲ ପାଇଁ ଅନୁତାପ କରିବ ୟୁକ୍ରେନ୍। ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଋଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍। କଜାନ ସହର ଉପରେ ହୋଇଥିବା ଆକ୍ରମଣର ଦେବେ ପାଲଟା ଜବାବ୍। ୟୁକ୍ରେନ୍‌କୁ ନିଜର ଭୁଲ ପାଇଁ ଭୋଗିବାକୁ ହେବ ପରିଣାମ। ଏଭଳି ଚରମ ଚେତାବନୀ ଦେଇଛନ୍ତି ପୁଟିନ୍। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜୋରଦାର ହୋଇଥିବା ବେଳେ ପୁଟିନ୍ କିନ୍ତୁ ପ୍ରତିଶୋଧ ନିଆଁରେ ଜଳୁଛନ୍ତି। ଆଗାମୀ ଦିନରେ ୟୁକ୍ରେନ୍‌ରେ କରି ପାରନ୍ତି ବଡ଼ ହମଲା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking