28.1 C
Bhubaneswar
Sunday, March 22, 2026
Homeଓଡିଶାପୁରୀ ରଥଯାତ୍ରା: ଶ୍ରଦ୍ଧାଳୁଙ୍କ ପାଇଁ ଜରୁରୀ ସୂଚନା

ପୁରୀ ରଥଯାତ୍ରା: ଶ୍ରଦ୍ଧାଳୁଙ୍କ ପାଇଁ ଜରୁରୀ ସୂଚନା

ପୁରୀ: ପୁରୀ ରଥଯାତ୍ରାରେ ତୀର୍ଥଯାତ୍ରୀ ଓ ଭକ୍ତଙ୍କ ପାଇଁ ଜରୁରୀ ସୂଚନା ଜାରି କରାଯାଇଛି । ପୁରୀକୁ ବହୁସଂଖ୍ୟାରେ ଯାନବାହନ ଆସୁଛି । ଯାତ୍ରୀଙ୍କୁ ୨ ଘଣ୍ଟା ଯାଏଁ ଅପେକ୍ଷା କରିବାକୁ ପଡିପାରେ । ଏହାକୁ ଦୃଷ୍ଟିରେ ରଖି ପୁରୀ ଆସିବାକୁ ଅନୁରୋଧ କରାଯାଇଛି । ଏକ୍ସରେ ସୂଚନା ଦେଲା ଓଡିଶା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking