25.1 C
Bhubaneswar
Monday, March 23, 2026
Homeଓଡିଶାପୁରୀ ଅଘଟଣ: ଏନଏଚଆରସିରେ ମାମଲା

ପୁରୀ ଅଘଟଣ: ଏନଏଚଆରସିରେ ମାମଲା

ପୁରୀ: ଶରଧାବାଲି ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା । ଜାତୀୟ ମାନବାଧିକାର କମିସନରେ ପହଞ୍ଚିଲା ମାମଲା । ମାମଲା ଦାୟର କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ଠେଲାପେଲାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏକାଧିକ ଆହତଙ୍କର ଚାଲିଛି ଚିକିତ୍ସା। ତେବେ ମୃତକଙ୍କୁ ୨୫ ଲକ୍ଷ ଲେଖାଏଁ ସହାୟତା ଦାବି ହୋଇଥିବା ବେଳେ ଆହତଙ୍କୁ ୨ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଦାବି ହୋଇଛି । ଏପଟେ ପ୍ରଶାସନ ଓ ପୋଲିସର ଅବହେଳାରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମାନବାଧିକାର କର୍ମୀ। ରଥଯାତ୍ରାରେ ବେଆଇନ ଭାବେ ପାସ ବଣ୍ଟନ କରାଯାଇଛି। ଯେଉଁଥିପାଇଁ କର୍ଡନରେ ଗାଡ଼ି ପଶୁଥିବା ଦେଖିବାକୁ ମିଳୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking