21.1 C
Bhubaneswar
Saturday, December 6, 2025
Homeଓଡିଶାଦଣ୍ଡିତ କରାଯାଉ: ଡିଜେ ସଂଘ ସଭାପତି

ଦଣ୍ଡିତ କରାଯାଉ: ଡିଜେ ସଂଘ ସଭାପତି

ଜଗତସିଂହପୁର: ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି କହିଲେ ଡିଜେ ସଂଘ ସଭାପତି । ମାତ୍ରା ଶୋଭାଯାତ୍ରା ବେଳେ ବାଜାକୁ ନେଇ ପ୍ରତିଦ୍ୱନ୍ଦିତା ହୋଇଥିବା ଜାଣିଛି । ଡିଜେ ଉପରେ ଅଙ୍କୁଶ, ମାତ୍ର ବାଜାକୁ ନେଇ କୌଣସି କଟକଣା ନାହିଁ । ଯେଉଁଥିପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲେ । ଏହି ଘଟଣାରେ ଆମେ ଦୁଃଖିତ । ଯେଉଁ ବାଜା ଦଳ ଆସିଥିଲା, ତାହା କେନ୍ଦ୍ରପଡାର ଥିଲା । ସେହି ଦଳକୁ ଦଣ୍ଡିତ କରାଯାଉ । ସୂଚାନଯୋଗ୍ୟ, ଆଜି ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ ହୋଇଛି । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି ।  ଜଗତସିଂହପୁର ପାରାଦୀପ ଗଡ ସ୍ଥିତ ବାସଭବନରେ ହୃଦଘାତରେ  ସେ ଆଖି ବୁଜିଛନ୍ତି ।  ୨୦୧୭ରୁ  ଯାତ୍ରା ଜଗତରୁ ବିଦାୟ ନେଇଥିଲେ ଦେବୀ ପ୍ରସାଦ । ୪୨ ବର୍ଷ ଧରି ଜାମାରୁ ଅଭିନୟ କରି ଯାତ୍ରା ମଞ୍ଚରେ ଅଭିନୟ ଜାରି ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking