33.1 C
Bhubaneswar
Saturday, October 5, 2024
Homeଓଡିଶାପୂଜାରେ ଗଡିବନି ବସ୍‌

ପୂଜାରେ ଗଡିବନି ବସ୍‌

ଭୁବନେଶ୍ୱର : ଦୁର୍ଗାପୂଜାରେ ଗଡିବନି ବସ୍ । ଘରୋଇ ବସ୍ ମାଲିକ ସଂଘ ଦେଲା ବନ୍ଦ ଡାକରା । ଲକ୍ଷ୍ମୀ ବସ୍ ଚଳାଚଳ ବିଜ୍ଞପ୍ତିକୁ ନେଇ ବନ୍ଦ ଡାକରା । ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ଗଡିବନି ବସ୍ । ୭ ତାରିଖ ସନ୍ଧ୍ୟା ୬ଟାରୁ ଗଡିବନି ବସ୍ । ବସ୍ ଚଳାଚଳ ୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ବନ୍ଦ । ଟିକେଟ ବୁକିଂ ନକରିବାକୁ ନିବେଦନ କଲା ସଂଘ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking