14.1 C
Bhubaneswar
Friday, December 19, 2025
Homeଓଡିଶାଲୋକସେବା ବାସଭବନ ଘେରିବ ବିଜେଡି

ଲୋକସେବା ବାସଭବନ ଘେରିବ ବିଜେଡି

ଭୁବନେଶ୍ୱର: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣାରେ  ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ।  ଆସନ୍ତାକାଲି ଲୋକସେବା ଭବନ ଘେରିବ ଦଳ ।  ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା  ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ।  ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ , ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।  ଏନେଇ ସୂଚନା ଦେଲେ ବିଜେଡି ଉପ ସଭାପତି ଦେବୀ ମିଶ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking