17.1 C
Bhubaneswar
Saturday, February 14, 2026
Homeଓଡିଶାପ୍ରଦୀପ ଜେନାଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା

ପ୍ରଦୀପ ଜେନାଙ୍କ ବିରୋଧରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: ପ୍ରଦୀପ ଜେନାଙ୍କ ବିରୋଧରେ  ହାଇକୋର୍ଟରେ ଜନସ୍ୱାର୍ଥ ମାମଲା  ଦାୟର ହୋଇଛି । ଭୁବନେଶ୍ୱର କ୍ଲବ ସଭାପତି  ଭାବରେ ନିର୍ବାଚିତ  ପରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ  ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଓଇଆରସି ଅଧ୍ୟକ୍ଷ ଥାଇ କିପରି  ସଭାପତି ପଦ ଗ୍ରହଣ କଲେ ସେନେଇ ଚ୍ୟାଲେଞ୍ଜ  ହୋଇଛି ।  ରାଜ୍ୟ ବିଦ୍ୟୁତ ସଂସ୍କାର ଆଇନ ଏବଂ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ ଦର୍ଶାଇ  ଜନସ୍ୱାର୍ଥ ମାମଲା  ଦାୟର ହୋଇଛି ଏନେଇ  ପ୍ରଦୀପ ଜେନାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking