35.1 C
Bhubaneswar
Thursday, March 26, 2026
Homeଓଡିଶାକୋରେଇ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଓ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି...

କୋରେଇ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଓ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷାର ଜନ ଶୁଣାଣି

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ବ୍ଲକ ରେ କାର୍ଯ୍ୟ କାରି ହେଉ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମଣୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2024,25 ଆର୍ଥିକ ବର୍ଷ ର ସାମାଜିକ ସମୀକ୍ଷା ଗ୍ରାମ ସଭା ଜନ ଶୁଣାଣି ମଙ୍ଗଳ ବାର ପଂଚାୟତ ସମିତି ସଭା ଗୃହ ରେ ଅନୁଷ୍ଠିତ ହୋଇ ଥିଲା l ଏହି ଆର୍ଥିକ ବର୍ଷ ରେ 3065ଟି ପ୍ରକଳ୍ପ ହାତ କୁ ନିଆ ଯାଇ 883.07ଲକ୍ଷ ଟଙ୍କା ବୟ କରା ଯାଇ 21ହଜାର 6170 ଟି ଶ୍ରମ ଦିବସ ସୃଷ୍ଟି କରା ଯାଇ ଥିଲା 6135ଟି ପରିବାର ଙ୍କୁ କାର୍ଯ୍ୟ ଯୋଗାଇ ଦିଆ ଯାଇଛି l କୋରେଇ ବ୍ଲକ ର ବି ଡ଼ି ଓ ଅବନୀ କାନ୍ତ ସାହୁ ଯୋଜନା ସମ୍ପର୍କ ରେ ଅବଗତ କାରି ଥିଲେ ଏହି ଯୋଜନା ର ସଫଳ ଉପାୟ ହୋଇଛି ଯାଜପୁର ଜିଲ୍ଲା ରେ ପ୍ରର୍ଥମ ସ୍ଥାନ ଅଧିକାର କରିଛି ଆଗାମୀ 25.26 ଆର୍ଥିକ ବର୍ଷ ପାଇଁ ଯୋଜନା ର ରୂପ ରେଖ ଏଜେଣ୍ଡା ପ୍ରସ୍ତ୍ରୁତ କରା ଯାଇଛି l ବ୍ଲକ ଅଧ୍ୟକ୍ଷତା ସରପଞ୍ଚ ସମିତି ମେମ୍ବର ସାମାଜିକ କର୍ମୀ ହିତା ଅଧିକାରୀ ବିଭାଗଗୀୟ କର୍ମ ଚାରି ଉପସ୍ଥିତ ଥିଲେ ଏହି କାର୍ଯ୍ୟ ସମ୍ପର୍କ ରେ କେତକ ଅଭିଯୋଗ ଆଣି ଥିଲେ l ଏହି ଅଭିଯୋଗ ଗୁଡିକୁ ତଦନ୍ତ କରା ଯାଇ ବିହିତ ପଦଫେକ୍ଷ ନିଆ ଯିବ ବୋଲି ବି ଡ଼ି ଓ ଶ୍ରୀ ସାହୁ ଅଭିଯୋଗ କାରି ଙ୍କୁ ପ୍ରତିଶୃତି ଦେଇଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking