21.1 C
Bhubaneswar
Thursday, December 11, 2025
Homeଓଡିଶାଗଣଶିକ୍ଷା ବିଭାଗର ହେଲ୍ପ ଲାଇନ ନମ୍ବର

ଗଣଶିକ୍ଷା ବିଭାଗର ହେଲ୍ପ ଲାଇନ ନମ୍ବର

ଭୁବନେଶ୍ୱର: ଏଫଏମ ଘଟଣା ପରେ ଚେତିଲେ ସରକାର । ସ୍କୁଲରେ ସୁରକ୍ଷା ଉପରେ ଗଣଶିକ୍ଷା ବିଭାଗର ଗୁରୁତ୍ୱ । ସ୍କୁଲରେ ସୁରକ୍ଷିତ ବାତାବରଣରେ ରହିବେ ଛାତ୍ରଛାତ୍ରୀ । ଗଣଶିକ୍ଷା ବିଭାଗ ପକ୍ଷରୁ ହେଲ୍ପ ଲାଇନ ନଂ ଜାରି କରାଯାଇଛି । ମହିଳାଙ୍କ ପାଇଁ ହେଲ୍ପ ଲାଇନ ନମ୍ବର-୧୮୧ । ଶିଶୁଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ୧୦୯୮ । ୧୧୨କୁ କଲ୍ କରି ପୋଲିସକୁ କରିପାରିବେ ଯୋଗାଯୋଗ । ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୧୮୦୦୩୪୫୬୭୨୨ ନଂ ଜାରି କରାଯାଇଛି । ସ୍କୁଲରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ‘ବର୍ଣ୍ଣାଳୀ’ କାର୍ଯ୍ୟକ୍ରମରେ ପିଲାଙ୍କୁ କରାଯିବ ସଚେତନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking