28.1 C
Bhubaneswar
Sunday, July 20, 2025
Homeଓଡିଶାଚାଷୀଙ୍କୁ ପାଇଁ ଆଗୁଆ ପାଣିପାଗ ସୂଚନା ଦିଆଯାଉ: ମନ୍ତ୍ରୀ

ଚାଷୀଙ୍କୁ ପାଇଁ ଆଗୁଆ ପାଣିପାଗ ସୂଚନା ଦିଆଯାଉ: ମନ୍ତ୍ରୀ

ଭୁବନେଶ୍ୱର: ଅଧିକାରୀଙ୍କୁ ସୁରେଶ ପୂଜାରୀଙ୍କ ପରାମର୍ଶ । ଚାଷୀଙ୍କୁ ପାଇଁ ଆଗୁଆ ପାଣିପାଗ ସୂଚନା ଦିଆଯାଉ । ବର୍ଷା ସମୟରେ ଚାଷୀ କଣ କରିବେ , ବିଶେଷଜ୍ଞ ସଚେତନ କରନ୍ତୁ । ଚାଷୀ ସୁବିଧା ପାଇବା ମାନବିକ ଅଧିକାର ।  ସବୁ ସରକାରୀ ସୁବିଧା ଚାଷୀଙ୍କୁ ମିଳିବା ଦରକାର ।  ଏନେଇ ସଜାଗ ରୁହନ୍ତୁ ଅଧିକାରୀ । ଅଦିନିଆ ବର୍ଷାରେ  ଅନେକ ସ୍ଥାନରେ ଘର ନଷ୍ଟ ହେଉଛି । ଆଂଶିକ ସମସ୍ୟା ଥିଲେ ବି ସରକାରୀ ସହାୟତା ଦିଆଯାଉ  ସୂଚନା ଦେଇଛନ୍ତି ସୁରେଶ ପୂଜାରୀ ।

https://www.youtube.com/watch?v=k-BggZWNd1o

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking